ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ସହ ନିଜ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲ ଏଣିକି ବାଧ୍ୟତାମୂଳକ: ସୁବ୍ରତ ବାଗଚୀ

ଆଉ ସୁରଟରୁ ବସ୍‌ରେ ଫେରିପାରିବେନି ପ୍ରବାସୀ ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାପରେ ଏବେ ପ୍ରବାସୀମାନଙ୍କର ଫେରନ୍ତା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ ପ୍ରବାସୀମାନଙ୍କର ରାଜ୍ୟକୁ ଫେରିବା ପାଇଁ ସରକାର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିଲେ। ତେବେ, ଆଜି ଠାରୁ ରାଜ୍ୟ ସରକାର … Continue reading ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ସହ ନିଜ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲ ଏଣିକି ବାଧ୍ୟତାମୂଳକ: ସୁବ୍ରତ ବାଗଚୀ